ପ୍ରଥମ ଓଡ଼ିଆ ଉପନ୍ୟାସ 'ପଦ୍ମମାଳୀ'ର ବିଭିନ୍ନ ସଂସ୍କରଣ ଭୂମିକାରେ ଔପନ୍ୟାସିକ ଉମେଶଚଂନ୍ଦ୍ର ସରକାର ଜଣେ ପଥ-ପ୍ରଦର୍ଶକର ଅନୁଭବକୁ ବ୍ୟକ୍ତ କରିଛନ୍ତି। ଓଡ଼ିଆ ସାହିତ୍ୟରେ ପ୍ରକୃତ ଗଦ୍ୟ କାହାଣୀର ଅଭାବ ଓ ଏ ଦିଗରେ ପଦକ୍ଷେପ ଏକ 'ଅଭିଯାନ' ରୂପେ ଆଖ୍ୟାୟିତ। ଓଡ଼ିଶାର ଇତିହାସ କାଳ୍ପନିକ ଗଦ୍ୟ କାହାଣୀର ଆକାର ବୋଲି ସେ ପ୍ରଥମ ସଂସ୍କରଣ ଭୂମିକାରେ କହିଛନ୍ତି। ସଂପୃକ୍ତ ଉପନ୍ୟାସର ଦ୍ୱିତୀୟ ସଂସ୍କରଣ ଭୂମିକାରେ ଐତିହାସିକ ରୋମାନ୍]ସର କାହାଣୀ ଓ ଇତିହାସ ଭିତରେ ଥିବା ସମ୍ପର୍କ ପ୍ରସଂଗ ଉତ୍]ଥାପିତ। ଇତିହାସ କେତେକ ଘଟଣାର ସମଷ୍ଟି। ଐତିହାସିକ ଉପନ୍ୟାସରେ ଏହି ଘଟଣା ଯଥାଯଥ ଉପସ୍ଥାପନ ଏକାନ୍ତ କାମ୍ୟ- ଏଥିନେଇ ଉମେଶଚନ୍ଦ୍ରଙ୍କ ମତାମତ ସ୍ପଷ୍ଟ ଓ ଦୃଢ଼। ଔପନ୍ୟାସିକଙ୍କର କର୍ତ୍ତବ୍ୟ ହେଲା ଇତିହାସର ବ୍ୟତିକ୍ରମ ନକରି ବା ଘଟଣାର ଐତିହାସିକ ଯଥାଯଥତା ଓ ପରିପୂର୍ଣ୍ଣତାକୁ ଖଣ୍ଡିତ ନ କରି ପାଠକଙ୍କୁ ଆନନ୍ଦ ଦେବା। ଘଟଣାର ଯଥାଯଥତା ଉପରେ ଏହି ଗୁରୁତ୍ୱ ଆରୋପ ହେତୁ 'ପଦ୍ମମାଳୀ' ହୋଇଛି ଉମେଶଚନ୍ଦ୍ରଙ୍କ ଦୃଷ୍ଟିରେ ଓଡ଼ିଆ ସାହିତ୍ୟର ଏକମାତ୍ର ଐତିହାସିକ ରୋମାନ୍]ସ।
'ପଦ୍ମମାଳୀ'ର ଭୂମିକା ଦୁଇଟି - ଉପନ୍ୟାସ ଶିଳ୍ପ ପ୍ରତି ଲେଖକଙ୍କର ଦୃଷ୍ଟିଭଙ୍ଗୀର ଦୁଇଟି ଦିଗ ସମ୍ପର୍କରେ ସଚେତନ କରେ। ସମକାଳର ଅନ୍ୟାନ୍ୟ ଲେଖକଙ୍କ ଭଳି ଓଡ଼ିଆ ସାହିତ୍ୟସେବାକୁ ସେ ଏକ ଜାତୀୟ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛନ୍ତି। ଐତିହାସିକ-ଉପନ୍ୟାସ ବାସ୍ତବ ଐତିହାସିକ ଘଟଣା ସହ କାଳ୍ପନିକ କାହାଣୀ ବା ଘଟଣାର ଯୌଗିକ ମିଶ୍ରଣ। ଓଡ଼ିଶା ଇତିହାସ ସମ୍ପର୍କରେ ତାଙ୍କର ଔତ୍ସୁକ୍ୟ ଅଧିକ ଆଲୋଚନାର ଅପେକ୍ଷା ରଖେ। ତାଙ୍କର ଏହି ଔତ୍ସୁକ୍ୟ, ସମକାଳର ପ୍ରବୃତ୍ତି ଅନୁସରଣ କରି, ମୁଖ୍ୟତଃ ଦେଶପ୍ରେମ-ସଂଜାତ। ତା'ସହ ଇତିହାସକୁ ସେ ଦେଖିଛନ୍ତି ବହୁ ସାହିତ୍ୟିକ ସମ୍ଭାବନାର ଗନ୍ତାଘର ରୂପେ। ତାଙ୍କର ଆଲୋଚିତ ଉପନ୍ୟାସରେ ଗୃହୀତ ହୋଇଥିବା ଘଟଣାଗୁଡ଼ିକର ବିଶ୍ଳେଷଣରୁ ଜଣାଯାଏ ଯେ ଇତିହାସ ତାଙ୍କ ଦୃଷ୍ଟିରେ ନାଟକୀୟ ଗୁଣ ସମ୍ପନ୍ନ- ଦୁଇଟି ରାଜ୍ୟ ମଧ୍ୟରେ ସଂଘର୍ଷ, ମନ୍ତ୍ରଣା ଇତ୍ୟାଦି ଏହାର ଉପାଦାନ।
"Sinopsis" puede pertenecer a otra edición de este libro.
ଉମେଶଚନ୍ଦ୍ର ସରକାର ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ପିତା ଇଶ୍ୱରଚନ୍ଦ୍ର ସରକାର ଜଣେ ପୁଲିସ ଦରୋଗା ଥିଲେ । ଉମେଶଚନ୍ଦ୍ରଙ୍କୁ ୨ବର୍ଷ ବୟସ ବେଳକୁ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ପିତାଙ୍କ୍ ଦେହାନ୍ତ ପରେ, ସେମାନେ ସପରିବାର କଟକ ଚାଲିଆସି କାଳିବଜାରର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ । କଟକରୁ ସ୍ନାତକ ଶିକ୍ଷା ସମାପ୍ତ କରି ଉମେଶଚନ୍ଦ୍ର ତତକାଳୀନ ଓଡ଼ିଶା କମିଶନରଙ୍କ କାର୍ଯ୍ୟାଳୟରେ କାମ କରିବା ଆରମ୍ଭ କରିଥିଲେ । ପରେ ସେ ଢେଙ୍କାନାଳ, ତାଳଚେର ଓ କନିକା ଇଷ୍ଟେଟରେ ମଧ୍ୟ କାମ କରିଥିଲେ । କନିକାରେ କାମ କରୁଥିବା ସମୟରେ ଅସୁସ୍ଥତା ହେତୁ ୧୮୯୯ ମସିହାରେ ସେ ସ୍ୱେଚ୍ଛାକୃତ ଅବସର ନେଇ କଟକ ଫେରି ଆସିଥିଲେ । କଟକ ଆସି ସୁସ୍ଥ ହେବାପରେ ସେ ସାହିତ୍ୟ ସର୍ଜନାରେ ମନୋନିବେଶ କରିଥିଲେ । ୧୯୦୭ ମସିହାରୁ ଉଦାସୀ ଛଦ୍ମନାମରେ, ସେ କେନ୍ଦୁଝର ବିଦ୍ରୋହ ନାମକ ଏକ ଧାରାବାହିକ ଐତିହାସିକ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଥିଲା । ପରେ ସେ ଉଭୟ ଓଡ଼ିଆ ଓ ଇଂରଜୀ ଭାଷାରେ ପୁସ୍ତକ ଲେଖିଛନ୍ତି । ସେ ରଚନା କରିଥିବା 'ପଦ୍ମମାଳୀ' ଓଡ଼ିଆ ସାହିତ୍ୟର ପ୍ରଥମ ସମ୍ପୂର୍ଣ୍ଣ ଉପନ୍ୟାସ । ସେ ଏହାକୁ ୩୨ ବର୍ଷ ବୟସରେ ଲେଖିଥିଲେ । ଏହା ୧୮୮୯ ମସିହାରେ କଟକ ପ୍ରିଣ୍ଟ କମ୍ପାନୀରୁ ପ୍ରଥମେ ପ୍ରକାଶିତ ହୋଇଥିଲା ।୧୯୧୪ ମସିହାରେ ଆମାଶୟ ରୋଗରେ ପୀଡ଼ିତ ହୋଇ, ଉମେଶଚନ୍ଦ୍ରଙ୍କର ଦେହାନ୍ତ ହୋଇଥିଲା ।
"Sobre este título" puede pertenecer a otra edición de este libro.
Librería: GreatBookPrices, Columbia, MD, Estados Unidos de America
Condición: New. Nº de ref. del artículo: 50363177-n
Cantidad disponible: Más de 20 disponibles
Librería: BargainBookStores, Grand Rapids, MI, Estados Unidos de America
Paperback or Softback. Condición: New. Padmamali. Book. Nº de ref. del artículo: BBS-9781645607069
Cantidad disponible: 5 disponibles
Librería: California Books, Miami, FL, Estados Unidos de America
Condición: New. Nº de ref. del artículo: I-9781645607069
Cantidad disponible: Más de 20 disponibles
Librería: GreatBookPrices, Columbia, MD, Estados Unidos de America
Condición: As New. Unread book in perfect condition. Nº de ref. del artículo: 50363177
Cantidad disponible: Más de 20 disponibles
Librería: Rarewaves.com USA, London, LONDO, Reino Unido
Paperback. Condición: New. Nº de ref. del artículo: LU-9781645607069
Cantidad disponible: Más de 20 disponibles
Librería: PBShop.store US, Wood Dale, IL, Estados Unidos de America
PAP. Condición: New. New Book. Shipped from UK. Established seller since 2000. Nº de ref. del artículo: L2-9781645607069
Cantidad disponible: Más de 20 disponibles
Librería: PBShop.store UK, Fairford, GLOS, Reino Unido
PAP. Condición: New. New Book. Shipped from UK. Established seller since 2000. Nº de ref. del artículo: L2-9781645607069
Cantidad disponible: Más de 20 disponibles
Librería: Majestic Books, Hounslow, Reino Unido
Condición: New. Print on Demand. Nº de ref. del artículo: 409533147
Cantidad disponible: 4 disponibles
Librería: Books Puddle, Woodside, NY, Estados Unidos de America
Condición: New. Print on Demand. Nº de ref. del artículo: 26404702468
Cantidad disponible: 4 disponibles
Librería: Biblios, Frankfurt am main, HESSE, Alemania
Condición: New. PRINT ON DEMAND. Nº de ref. del artículo: 18404702478
Cantidad disponible: 4 disponibles