'ବୃତ୍ତ' କବି ଦୀପକ ମିଶ୍ରଙ୍କର ସପ୍ତମ କବିତା ସଂକଳନ । ବିଗତ ପନ୍ଦର ବର୍ଷ ଧରି କବି ନିରବଚ୍ଛିନ୍ନ ଭାବରେ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ନାନା ପରୀକ୍ଷା ନିରୀକ୍ଷା କରି ଆସିଛନ୍ତି - ତଥାପି ତାଙ୍କର ପରୀକ୍ଷାର ଶେଷ ନାଇଁ । ଜୀବନର ବିରାଟ ବିପୁଳ ବୃତ୍ତର କେନ୍ଦ୍ରବିନ୍ଦୁରେ କବି ଏକ ପାଦ ରଖି ଅନ୍ୟପାଦକୁ ସେହି ବୃତ୍ତର ପରିଧିରେ ଅବସ୍ଥାପିତ କରି ସତତ ଘୂର୍ଣ୍ଣାୟମାନ । ତାଙ୍କର କାବ୍ୟ ପୁରୁଷ ସ୍ଥିର ନୁହେଁ-ଗତିଶୀଳ ଏକ ପୂର୍ଣ୍ଣ ସତ୍ୟ ଲଭ କରିବା ଆଶାରେ । ଏହି ସତ୍ୟ ପାର୍ଥିବ ଜୀବନର ସ୍ଥୂଳ ସତ୍ୟ ନୁହେଁ - ପାର୍ଥିବ ଜୀବନର ପ୍ରେମ ଓ ଯନ୍ତ୍ରଣା, ବ୍ୟଥା ଓ ବିଫଳତା, ନୈରାଶ୍ୟ ଓ ଶୋଚନୀୟତା, ବିଚ୍ଛିନ୍ନତା ଓ ନିଃସଙ୍ଗତା, ପ୍ରାପ୍ତି ଓ ଅପ୍ରାପ୍ତି - ଏହି ଦର୍ପିତ ଅବିଚଳିତ କାବ୍ୟପୁରୁଷକୁ ବେଳେ ବେଳେ ବିଚଳିତ କରିଛି ସତ୍ୟ ମାତ୍ର ଲକ୍ଷ୍ୟଚ୍ୟୁତ କରାଇ ପାରିନାହିଁ - ଏକ ଇନ୍ଦ୍ରିୟୋତ୍ତର ତୈଜସ ସତ୍ୟର ଉଦ୍ଘାଟନ ପାଇଁ ଏହି କାବ୍ୟ ପୁରୁଷ ଗତି କରିଛି ଦୁର୍ନିବାର ଭାବରେ ।
"Sinopsis" puede pertenecer a otra edición de este libro.
ଦୀପକ ମିଶ୍ର (୧୯୩୮-୨୦୦୮) ଆଧୁନିକ ଓଡ଼ିଆ କବିତା ଧାରାରେ ପ୍ରୟୋଗବାଦର ଜଣେ ଦକ୍ଷ କାରିଗର । ୧୯୩୮ ମସିହାରେ କେନ୍ଦ୍ରାପଡ଼ାରେ ସେ ଜନ୍ମଗ୍ରହଣ କରିଥିଲେ । ଇତିହାସରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ହେଁ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ଅନୁରାଗ ତାଙ୍କୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ପ୍ରେମ, ମୃତ୍ୟୁ, ନିର୍ଜନତା ଏବଂ ଦୁଃଖବାଦର ଅଦ୍ଭୁତ ସଂଜ୍ଞାକାର ସେ । କବି, ସମାଲୋଚକ ତଥା ଜଣେ ଅନୁବାଦକ ଭାବରେ ସେ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଋଦ୍ଧିମନ୍ତ କରିଛନ୍ତି । ତାଙ୍କର କବିତା ସଂକଳନଗୁଡ଼ିକ ମଧ୍ୟରେ ରହିଛି- 'ସମାପିକା', 'ଦୀପକ ମିଶ୍ରଙ୍କ କେତୋଟି କବିତା', 'ଅନୁଷ୍ଟୁପ୍', 'ନିଷିଦ୍ଧ ହ୍ରଦ', 'ନିର୍ଜନ ନକ୍ଷତ୍ର', 'ମଧ୍ୟାହ୍ନର ଛାଇ', 'ବୃତ୍ତ', 'ସପ୍ତମ ପୃଥିବୀ', 'ଅରଣା ମଇଁଷି', 'ଶୂନ୍ୟତାର ଶୋଷ', 'କପଟ ସୂର୍ଯ୍ୟାସ୍ତ', 'ଧୂଳିର ସିଂହାସନ', 'ନିରବଧି', 'ନାଭିଶ୍ୱାସ', 'ଋକ୍', 'ନିଦାଘ ଯାତ୍ରା', 'ଦୀପକ ମିଶ୍ରଙ୍କ ନିର୍ବାଚିତ କବିତା', 'ସୁଖ ସଂହିତା', 'ସବୁ କବିତା' - ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାଗ । 'ବୃତ୍ତ' କବିତା ସଂକଳନରେ ପ୍ରେମ ଓ ମୃତ୍ୟୁକୁ ନେଇ କବି ଦୀପକ ମିଶ୍ରଙ୍କ ରୂପ-ଚିତ୍ର ତଥା ମିଥ୍କୀୟ ରୋମାଣ୍ଟିକ୍ ଭାବାଳୁତା ଅଦ୍ୱିତୀୟ ।
"Sobre este título" puede pertenecer a otra edición de este libro.
EUR 0,62 gastos de envío desde Estados Unidos de America a España
Destinos, gastos y plazos de envíoLibrería: PBShop.store US, Wood Dale, IL, Estados Unidos de America
PAP. Condición: New. New Book. Shipped from UK. THIS BOOK IS PRINTED ON DEMAND. Established seller since 2000. Nº de ref. del artículo: L0-9781645600923
Cantidad disponible: Más de 20 disponibles
Librería: Ria Christie Collections, Uxbridge, Reino Unido
Condición: New. In. Nº de ref. del artículo: ria9781645600923_new
Cantidad disponible: Más de 20 disponibles
Librería: PBShop.store UK, Fairford, GLOS, Reino Unido
PAP. Condición: New. New Book. Delivered from our UK warehouse in 4 to 14 business days. THIS BOOK IS PRINTED ON DEMAND. Established seller since 2000. Nº de ref. del artículo: L0-9781645600923
Cantidad disponible: Más de 20 disponibles
Librería: THE SAINT BOOKSTORE, Southport, Reino Unido
Paperback / softback. Condición: New. This item is printed on demand. New copy - Usually dispatched within 5-9 working days 140. Nº de ref. del artículo: C9781645600923
Cantidad disponible: Más de 20 disponibles
Librería: BargainBookStores, Grand Rapids, MI, Estados Unidos de America
Paperback or Softback. Condición: New. Brutta. Book. Nº de ref. del artículo: BBS-9781645600923
Cantidad disponible: 5 disponibles
Librería: Majestic Books, Hounslow, Reino Unido
Condición: New. Print on Demand. Nº de ref. del artículo: 399686005
Cantidad disponible: 4 disponibles
Librería: Chiron Media, Wallingford, Reino Unido
PF. Condición: New. Nº de ref. del artículo: 6666-IUK-9781645600923
Cantidad disponible: 10 disponibles
Librería: Books Puddle, New York, NY, Estados Unidos de America
Condición: New. Nº de ref. del artículo: 26396691114
Cantidad disponible: 4 disponibles
Librería: AHA-BUCH GmbH, Einbeck, Alemania
Taschenbuch. Condición: Neu. nach der Bestellung gedruckt Neuware - Printed after ordering - '¿¿¿¿¿' ¿¿¿ ¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿ ¿ ¿¿¿¿ ¿¿¿¿¿ ¿¿¿¿ ¿¿¿ ¿¿¿ ¿¿¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿¿¿¿¿ - ¿¿¿¿¿ ¿¿¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿ ¿ ¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿¿¿¿¿¿ ¿¿¿ ¿¿ ¿¿¿ ¿¿¿ ¿¿¿¿¿¿¿¿¿ ¿¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿ ¿¿¿ ¿¿¿ ¿¿¿¿¿¿¿¿¿¿¿¿ ¿ ¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿-¿¿¿¿¿¿ ¿¿ ¿¿¿¿¿¿¿ ¿¿¿¿ ¿¿ ¿¿¿¿¿ ¿¿¿¿¿ ¿ ¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿ - ¿¿¿¿¿¿¿ ¿¿¿¿¿ ¿¿¿¿¿ ¿ ¿¿¿¿¿¿¿¿, ¿¿¿¿¿ ¿ ¿¿¿¿¿¿, ¿¿¿¿¿¿¿ ¿ ¿¿¿¿¿¿¿¿, ¿¿¿¿¿¿¿¿¿¿¿ ¿ ¿¿¿¿¿¿¿¿¿, ¿¿¿¿¿¿¿¿ ¿ ¿¿¿¿¿¿¿¿¿ - ¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿ ¿¿¿¿¿¿¿¿¿ - ¿¿ ¿¿¿¿¿¿¿¿¿¿¿¿¿ ¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿ ¿¿¿ ¿¿¿¿¿ ¿¿¿¿¿ ¿¿¿ ¿¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿. Nº de ref. del artículo: 9781645600923
Cantidad disponible: 1 disponibles
Librería: Biblios, Frankfurt am main, HESSE, Alemania
Condición: New. PRINT ON DEMAND. Nº de ref. del artículo: 18396691104
Cantidad disponible: 4 disponibles